Lo Priya Mora歌词由Gagan Bihari演唱,出自专辑《Lo Priya Mora》,下面是《Lo Priya Mora》完整版歌词!
Lo Priya Mora歌词完整版
ଦେ ଫେରେଇ ଦେ ସବାରୀ ତୋର ପ୍ରିୟା ମୋ ଲୋ ପ୍ରିୟା ମୋର
ଦେ ଫିଂଗି ଦେଲୋ ଓଢଣୀ ତୋର ପ୍ରିୟା ମୋର ଲୋ ପ୍ରିୟା ମୋର ।
ତୁ ମୋ ପ୍ରେମିକା ମୁଁ ତୋ ପ୍ରେମିକ ,ତୁ ମୋ ପ୍ରେମିକା ମୁଁ ତୋ ପ୍ରେମିକ
ନାହିଁ କାହାର ଲୋ ଅଧୀକାର ପ୍ରିୟା ମୋର ଲୋ ପ୍ରିୟା ମୋର ଲୋ ପ୍ରିୟା ମୋର ।
ତୁ ଗଲେ ଋଷି ଆଲୋ ବାରମାସୀ କାନ ଧରୁଥିଲି ମୁଁ (୨)
ମୁଁ ଗଲେ ରାଗି ବସିଥାଉ ଜଗି ରାଣ ଦଉଥିଲୁ ତୁ
ତୁ ମୋ ପ୍ରେମିକା ମୁଁ ତୋ ପ୍ରେମିକ ,ତୁ ମୋ ପ୍ରେମିକା ମୁଁ ତୋ ପ୍ରେମିକ
ନାହିଁ କାହାର ଲୋ ଅଧୀକାର ପ୍ରିୟା ମୋର ଲୋ ପ୍ରିୟା ମୋର ଲୋ ପ୍ରିୟା ମୋର ।
ମୋ ପ୍ରେମ ନୁହେଁ ବାଲି କାନ୍ଥ ଘର ନିଜ ହାତେ ଭାଂଗି ଦେବି (୨)
ବେଦୀ ପଛେ ହେଉ ମଶାଣୀର ଜୁଇ ବାଜି ମାରି ଶଂଖା ଦେବି ।
ତୁ ମୋ ପ୍ରେମିକା ମୁଁ ତୋ ପ୍ରେମିକ ,ତୁ ମୋ ପ୍ରେମିକା ମୁଁ ତୋ ପ୍ରେମିକ
ନାହିଁ କାହାର ଲୋ ଅଧୀକାର ପ୍ରିୟା ମୋର ଲୋ ପ୍ରିୟା ମୋର ।
ଦେ ଫେରେଇ ଦେ ସବାରୀ ତୋର ପ୍ରିୟା ମୋର ଲୋ ପ୍ରିୟା ମୋର
ଲୋ ପ୍ରିୟା ମୋର ଲୋ ପ୍ରିୟା ମୋର ।ା