Bainsi Bala歌词由Gagan Bihari Jena演唱,出自专辑《Bainsi Bala》,下面是《Bainsi Bala》完整版歌词!
Bainsi Bala歌词完整版
ସାରିଦେଲା ସାରିଦେଲା ସାରିଦେଲା ସାରି ଦେଲା
ସାରି ଦେଲା ସାରି ଦେଲା ସାରି ଦେଲା ଲୋ
ଲା ଲା ବଇଁଶି ବାଲା ,ଲା ଲା ବଇଁଶି ବାଲା
ଲା ଲା ବଇଁଶି ବାଲା ,ଲା ଲା ବଇଁଶି ବାଲା ।
ମାନିନୀ ରାଧୀକା ଏକା ଯାଉଥିଲା ,ଯଶୋଦା ପୁଅଟା ଏଡିିକି ଚଗଲା (୨)
ଦେଖ ଓଢଣୀଟା ଟାଣି ଦେଲା ......
ଲା ଲା ବଇଁଶି ବାଲା ,ଲା ଲା ବଇଁଶି ବାଲା
ଲା ଲା ବଇଁଶି ବାଲା ,ଲା ଲା ବଇଁଶି ବାଲା ।
ଯମୁନା ଘାଟରେ କିଏ ଲେଖିଲା ଲୋ ରାଧା ରାଧା ରାଧା ରାଧା
କେମିତି ସହିବ ରାଧା ରାଣୀ କହ ହେଲା ବଡ ଅସୁବିଧା ଲୋ
ହେଲା ବଡ ଅସୁବିଧା .....
ଯମୁନା ଘାଟରେ କିଏ ଲେଖିଲା ଲୋ ରାଧା ରାଧା ରାଧା ରାଧା
କେମିତି ସହିବ ରାଧା ରାଣୀ କହ ହେଲା ବଡ ଅସୁବିଧା ଲୋ
ହେଲା ବଡ ଅସୁବିଧା .....
ଦୁଆରେ ନଣନ୍ଦ ଜଗି ବସି ଥିଲା ,କି ପାଲା ଚାଲିଚି ଶାଶୂ ପଚାରିଲା (୨)
ଦେଖ ରାଧା ରାଣୀ ଫଶି ଗଲା ......
ଲା ଲା ବଇଁଶି ବାଲା ,ଲା ଲା ବଇଁଶି ବାଲା
ଲା ଲା ବଇଁଶି ବାଲା ,ଲା ଲା ବଇଁଶି ବାଲା ।
ଗଉଡ ସାଇରେ ଫୁଶୁରୁ ଫାଶୁରୁ କାହ୍ନୁ ସାଥେ ରାଧା ଥିଲା
ସୁଦାମା କହୁଚି ସୁବଳକୁ ଚାହିଁ କେଡେ କଥା କାହ୍ନୁ କଲା
ରେ କେଡେ କଥା କାହ୍ନୁ କଲା ।
ଗଉଡ ସାଇରେ ଫୁଶୁରୁ ଫାଶୁରୁ କାହ୍ନୁ ସାଥେ ରାଧା ଥିଲା
ସୁଦାମା କହୁଚି ସୁବଳକୁ ଚାହିଁ କେଡେ କଥା କାହ୍ନୁ କଲା
ରେ କେଡେ କଥା କାହ୍ନୁ କଲା ।
ନନ୍ଦ ରାଜା କହେ ଯଶୋଦାକୁ ଚାହିଁ ଆଉ ବାଟେ ଘାଟେ ଚାଲି ହବ ନାହିଁ (୨)
ମାଇଁ ଭଜଣାକୁ ପ୍ରୀତି କଲା .....
ଲା ଲା ବଇଁଶି ବାଲା ,ଲା ଲା ବଇଁଶି ବାଲା
ଲା ଲା ବଇଁଶି ବାଲା ,ଲା ଲା ବଇଁଶି ବାଲା ।
ସାରିଦେଲା ସାରିଦେଲା ସାରିଦେଲା ସାରି ଦେଲା
ସାରି ଦେଲା ସାରି ଦେଲା ସାରି ଦେଲା ଲୋ
ଲା ଲା ବଇଁଶି ବାଲା ,ଲା ଲା ବଇଁଶି ବାଲା
ଲା ଲା ବଇଁଶି ବାଲା ,ଲା ଲା ବଇଁଶି ବାଲା ।
ମାନିନୀ ରାଧୀକା ଏକା ଯାଉଥିଲା ,ଯଶୋଦା ପୁଅଟା ଏଡିିକି ଚଗଲା (୨)
ଦେଖ ଓଢଣୀଟା ଟାଣି ଦେଲା ......
ଲା ଲା ବଇଁଶି ବାଲା ,ଲା ଲା ବଇଁଶି ବାଲା
ଲା ଲା ବଇଁଶି ବାଲା ,ଲା ଲା ବଇଁଶି ବାଲା ।ା