To Na Re Sanja To Na Re Sakala歌词由Babul Supriyo演唱,出自专辑《To Na Re Sanja To Na Re Sakala》,下面是《To Na Re Sanja To Na Re Sakala》完整版歌词!
To Na Re Sanja To Na Re Sakala歌词完整版
ନିଜ କଥା ଭାବିବାକୁ ଆଉ କାଇଁ ବେଳ
ନିଜ କଥା ଭାବିବାକୁ ଆଉ କାଇଁ ବେଳ
ମୋର ପରା ଆଜି କାଲି ମୋର ପରା ଆଜି କାଲି
ତୋ ନାଁ ରେ ସଂଞ ତୋ ନାଁ ରେ ସକାଳ
ତୋ ନାଁ ରେ ସଂଞ ତୋ ନାଁ ରେ ସକାଳ ।
ନିଜକୁ ଦେଖିବି ବୋଲି ଆଇନା ମୁଁ ଦେଖୁଚି
ଦିଶୁନି ନିଜର ମୁହଁ ,ତୋ ମୁହଁ ଖାଲି ଦିଶୁଚି ।(୨)ା
ନିଜ ବାଟେ ଚାଲିବାକୁ ଆଉ କାଇଁ ବେଳ
ନିଜ ବାଟେ ଚାଲିବାକୁ ଆଉ କାଇଁ ବେଳ ।
ମୋର ପରା ଆଜି କାଲି ,ମୋର ପରା ଆଜି କାଲି
ତୋ ବାଟରେ ସଂଞ ତୋ ବାଟରେ ସକାଳ
ତୋ ବାଟରେ ସଂଞ ତୋ ବାଟରେ ସକାଳ ।
ପ୍ରେମରେ ପଡିଲା ପରେ ପ୍ରଥମେ ମୁଁ ଜାଣିଲି
ପ୍ରେମିକା ନଥିଲେ ପାଖେ ସବୁ ଲାଗେ ଖାଲି ଖାଲି ।(୨)ା
ନିଜ ଗପ କହିବାକୁ ଆଉ କାଇଁ ବେଳ
ନିଜ ଗପ କହିବାକୁ ଆଉ କାଇଁ ବେଳ ।
ମୋର ପରା ଆଜି କାଲି, ମୋର ପରା ଆଜି କାଲି
ତୋ ଗପରେ ସଂଞ ତୋ ଗପରେ ସକାଳ
ତୋ ନାଁ ରେ ସଂଞ ତୋ ନାଁ ରେ ସକାଳ
ତୋ ବାଟରେ ସଂଞ ତୋ ବାଟରେ ସକାଳ ।ା