Tame Ki Siye歌词由Kumar Bapi&Ira Mohanty演唱,出自专辑《Tame Ki Siye》,下面是《Tame Ki Siye》完整版歌词!
Tame Ki Siye歌词完整版
ଝି-ରାତି ଅଧରେ ଅଧା ନିଦରେ ,ରାତି ଅଧରେ ଅଧା ନିଦରେ
ଆସଇ ଯିଏ ହଁ ଆସଇ ଯିଏ ,ତମେ କି ସିଏ ହଁ ତମେ କି ସିଏ
ତମେ କି ସିଏ ହଁ ତମେ କି ସିଏ .....
ପୁ-ବାଟ ମଝିରେ ,ସଂଞ ସକାଳେ ,ବାଟ ମଝିରେ ସଂଞ ସକାଳେ
ବାସଇ ଯିଏ ହଁ ବାସଇ ଯିଏ ,ତମେ କି ସିଏ ହଁ ତମେ କି ସିଏ
ତମେ କି ସିଏ ହଁ ତମେ କି ସିଏ .....
ଝି-ଚୋରୀ ଚୋରୀ କିଏ ଯାଦୁ କଲା ମନ ମୋର ଚୋରୀ ହେଇ ଗଲା
ପୁ-ହଁ ମନ ମୋର ଥିଲା ସୁନା ପିଲା ତୋ ପାଇଁ ବଦନାମ୍ ହେଲା ।
ଝି-ସବୁ ଋତୁରେ ସବୁ ରଂଗରେ ,ସବୁ ଋତୁରେ ସବୁ ରଂଗରେ
ଦିଶଇ ଯିଏ ହଁ ଦିଶଇ ଯିଏ , ତମେ କି ସିଏ ହଁ ତମେ କି ସିଏ
ତମେ କି ସିଏ ହଁ ତମେ କି ସିଏ .....
ପୁ-ଧୀରେ ଧୀରେ କେହି ଜଣେ ଆସେ ,ଛାଇ ପରି ପାଖେ ମୋର ବସେ
ଝି-ହୋ ତା କଥା ମନେ ପଡିଗଲେ ଶୁଖିଲାରେ ପାଦ ମୋର ଖସେ ।
ପୁ-ଦେହରେ ମୋର ରଂଗ ଓଢଣୀ ,ଦେଷରେ ମୋର ରଂଗ ଓଢଣୀ
ବଜାଏ ଯିଏ ହଁ ବଜାଏ ଯିଏ , ତମେ କି ସିଏ ହଁ ତମେ କି ସିଏ
ତମେ କି ସିଏ ହଁ ତମେ କି ସିଏ .....
ଝି-ରାତି ଅଧରେ ଅଧା ନିଦରେ ,ରାତି ଅଧରେ ଅଧା ନିଦରେ
ଆସଇ ଯିଏ ହଁ ଆସଇ ଯିଏ , ତମେ କି ସିଏ ହଁ ତମେ କି ସିଏ
ତମେ କି ସିଏ ହଁ ତମେ କି ସିଏ .....
ପୁ-ତମେ କି ସିଏ ହଁ ତମେ କି ସିଏ
ତମେ କି ସିଏ ହଁ ତମେ କି ସିଏ .....।।