Golapra Ghare Jhiatiye歌词由Gagan Bihari演唱,出自专辑《Golapra Ghare Jhiatiye》,下面是《Golapra Ghare Jhiatiye》完整版歌词!
Golapra Ghare Jhiatiye歌词完整版
ସୁନାର ପାହାଡ ତଳେ ,ରୂପାର ଝରଣା କୂଳେ
ସୁନାର ପାହାଡ ତଳେ ,ରୂପାର ଝରଣା କୂଳେ
ଗୋଲାପର ଘର ଟିଏ ସେହି ଘରେ ଝିଅ ଟିଏ ହାତ ଠାରି ଡାକେରେ
ସୁନାର ପାହାଡ ତଳେ ,ରୂପାର ଝରଣା କୂଳେ .....
ତାକୁ ସଜେଇ ଦବାକୁ କାଇଁ ମନ କହୁଚି
ତାକୁ ସାଇତି ରଖିବା ପାଇଁ ଇଚ୍ଛା ହଉଚି ।
ତାକୁ ସଜେଇ ଦବାକୁ କାଇଁ ମନ କହୁଚି
ତାକୁ ସାଇତି ରଖିବା ପାଇଁ ଇଚ୍ଛା ହଉଚି ।
ଆସିଚିକି ସରଗରୁ ଆସିଚିକି ସରଗରୁ ମୋ ପାଇଁ ସତେରେ
ସୁନାର ପାହାଡ ତଳେ ,ରୂପାର ଝରଣା କୂଳେ .....
ତାକୁ ନ ଦେଖି ଟିକିଏ କାଇଁ ହୁଏ ଅଥୟ
ତାକୁ ଦେଖିଲେ ପାଖରେ ପୁଣି କରେ ହୃଦୟ ।
ତାକୁ ନ ଦେଖି ଟିକିଏ କାଇଁ ହୁଏ ଅଥୟ
ତାକୁ ଦେଖିଲେ ପାଖରେ ପୁଣି କରେ ହୃଦୟ ।
ଆସିବକି ମୋ ଘରକୁ ଆସିବକି ମୋ ଘରକୁ ବୋହୂ ରାଣୀ ବେଶରେ
ସୁନାର ପାହାଡ ତଳେ ,ରୂପାର ଝରଣା କୂଳେ
ଗୋଲାପର ଘର ଟିଏ ସେହି ଘରେ ଝିଅ ଟିଏ ହାତ ଠାରି ଡାକେରେ
ସୁନାର ପାହାଡ ତଳେ ,ରୂପାର ଝରଣା କୂଳେ .....।।