Odishare Mu Gotiye Toka歌词由Gagan Bihari演唱,出自专辑《Odishare Mu Gotiye Toka》,下面是《Odishare Mu Gotiye Toka》完整版歌词!
Odishare Mu Gotiye Toka歌词完整版
ଆଲୋ ହେ ସୁନ୍ଦରୀ ,ଆଲୋ ହେ ଗୋଲାପି ଗାଲ
ଆଇ ଆମ ରୋମଂଟିକ୍ ବୟ ,ତମେ ମାନେ ସବୁ ମୋର
ମୁଁ ପ୍ରେମରେ ମାରେ ଚଉକା ଆଉ ପ୍ରେମରେ କରେ ଧମାକା
ଓଡିଶାରେ ମୁଁ ଗୋଟିଏ ଟୋକା ବାକି ସବୁ ଯେତେ ବାଳୁଂଗା ବୋକା
ଓଡିଶାରେ ମୁଁ ଗୋଟିଏ ଟୋକା ବାକି ସବୁ ଯେତେ ବାଳୁଂଗା ବୋକା
ମୁଁ ପାଠରେ ମୁଁ ଷାଠରେ ,ମୁଁ ପାଠରେ ଷାଠରେ ପଛୁଆ ସିନା
ମୁଁ ପ୍ରେମରେ ମାରେ ଚଉକା ମୁଁ ପ୍ରେମରେ କରେ ଧମାକା (୨)
ପ୍ରେମିକ ବୋଲି ମୁଁ ଚହଳ ପଡିଚି ସାରା ଓଡିଶାରେ
କେତେ ଯେ ସୁନ୍ଦରୀ ମୋ ପାଇଁ ପାଗଳି ସାହି ପଡିସାରେ ।
ମୋ ଆଖିରେ ମୋ ଓଠରେ ,ମୋ ଆଖିରେ ଓଠରେ ପ୍ରେମର ଭାସା
ମୁଁ ପ୍ରେମରେ ମାରେ ଚଉକା ମୁଁ ପ୍ରେମରେ କରେ ଧମାକା (୨)
ରୋମିଓ ମନଟା ଅଥୟ ହୁଏ ମୋ ପ୍ରେମ କରିବାକୁ
କିଏ ସେ ନାୟିକା ହବ ମୋ ପ୍ରେମିକା ମନ ଖୋଜେ ତାକୁ ।
ମୁଁ କଥାରେ ମୁଁ କାମରେ ମୁଁ କଥାରେ କାମରେ ପ୍ରେମରେ ବୋକା
ମୁଁ ପ୍ରେମରେ ମାରେ ଚଉକା ମୁଁ ପ୍ରେମରେ କରେ ଧମାକା (୨)
ଓଡିଶାରେ ମୁଁ ଗୋଟିଏ ଟୋକା ବାକି ସବୁ ଯେତେ ବାଳୁଂଗା ବୋକା (୨)
ମୁଁ ପାଠରେ ମୁଁ ଷାଠରେ ,ମୁଁ ପାଠରେ ଷାଠରେ ପଛୁଆ ସିନା
ମୁଁ ପ୍ରେମରେ ମାରେ ଚଉକା ମୁଁ ପ୍ରେମରେ କରେ ଧମାକା (୨)
ମୁଁ ପ୍ରେମରେ ମାରେ ଚଉକା ମୁଁ ପ୍ରେମରେ କରେ ଧମାକା ।ା(୨)।।