Tu Thilu Thibu Sabu Dina Mo Pakhare歌词由Babul Supriyo演唱,出自专辑《Tu Thilu Thibu Sabu Dina Mo Pakhare》,下面是《Tu Thilu Thibu Sabu Dina Mo Pakhare》完整版歌词!
Tu Thilu Thibu Sabu Dina Mo Pakhare歌词完整版
ତୁ ଥିଲୁ ତୁ ଥିବୁ ସବୁ ଦିନେ ମୋ ପ୍ରେମିକା ଶରିତା ଲୋ ଶରିତା
ଶରିତା ଲୋ ମୋ ଶରିତା .......
ତୁ ଥିଲୁ ତୁ ଥିବୁ ସବୁ ଦିନେ ମୋ ପ୍ରେମିକା
ତୁ ଥିଲୁ ତୁ ଥିବୁ ସବୁ ଦିନେ ମୋ ପ୍ରେମିକା ।
ତୁ ସିନା ଭଲ ପାଇ ଭୁଲି ଗଲୁ ମତେ
ଭୁଲିପାରୁ ନାହିଁ ତତେ ଚାହିଁଲେବି ଯେତେ ।
ମନେ ପଡୁଚି ତୋ କଥା ସବୁବେଳେ ସେତେ ଅଧିକା
ତୁ ଥିଲୁ ତୁ ଥିବୁ ସବୁ ଦିନେ ମୋ ପ୍ରେମିକା ।(୨)ା
ବାଟ ଚାଲୁ ଚାଲୁ ଝୁଂଟିଲେ ବାଟୋଇଁ ବାଟ ଚାଲିବାକି ଛାଡି ଦିଏ
ଭଲ ପାଇବାରେ ଭୁଲ କିଛି ହେଲେ ,ଭଲ ପାଇବାକି ସରିଯାଏ ।
ହୁଁ ବାଟ ଚାଲୁ ଚାଲୁ ଝୁଂଟିଲେ ବାଟୋଇଁ ବାଟ ଚାଲିବାକି ଛାଡି ଦିଏ
ଭଲ ପାଇବାରେ ଭୁଲ କିଛି ହେଲେ ,ଭଲ ପାଇବାକି ସରିଯାଏ ।
ତୁ ସିନା ସାରି ଦେଲୁ ଅସରାଏ ପ୍ରିତି ମୋ ପାଇଁ ଛାଡି ଗଲୁ ଲୁହ ଭିଜା ରାତି ..
ତୋ ବିନା ଏଇ ଜୀବନଟା ମୋର ପାଣି ଫଟକା
ତୁ ଥିଲୁ ତୁ ଥିବୁ ସବୁ ଦିନେ ମୋ ପ୍ରେମିକା ।(୨)ା
ତୋ ମନରେ ଯଦି ଥିଲା କିଛି କିନ୍ତୁ ମତେ କାଇଁ ପ୍ରେମ କରୁଥିଲୁ
ମୋ ପ୍ରେମକୁ କାଇଁ କାହାଣୀଟେ କରି ଅଧା ଲେଖି ଦେଇ ଚାଲି ଗଲୁ ।
ହୁଁ ତୋ ମନରେ ଯଦି ଥିଲା କିଛି କିନ୍ତୁ ମତେ କାଇଁ ପ୍ରେମ କରୁଥିଲୁ
ମୋ ପ୍ରେମକୁ କାଇଁ କାହାଣୀଟେ କରି ଅଧା ଲେଖି ଦେଇ ଚାଲି ଗଲୁ ।
ତୋ କାହାଣୀରେ ସିନା ମୋ ପ୍ରେମ ଅଧା
ମା କାହାଣୀରେ ପରା ତୋ ପ୍ରେମ ବନ୍ଧା ।
ପ୍ରେମକୁ ତୋର ମନରେ ସାଇତି ବଂଚିଛ ଏକା ...
ଥିଲୁ ତୁ ଥିବୁ ସବୁ ଦିନେ ମୋ ପ୍ରେମିକା
ତୁ ଥିଲୁ ଥିବୁ ମୋ ପ୍ରେମିକା ।ା