Prema Kale Bele Bele Emiti Huye歌词由Suresh Wadekar演唱,出自专辑《Prema Kale Bele Bele Emiti Huye》,下面是《Prema Kale Bele Bele Emiti Huye》完整版歌词!
Prema Kale Bele Bele Emiti Huye歌词完整版
ପୁ-ଦିନେ ନଦେଖିଲେ ତତେ ହୃଦୟ କାହିଁକି ମୋର ଚହଲି ଯାଏ
ଝି-ପ୍ରେମ କଲେ ବେଳେ ବେଳେ ଏମିତି ହୁଏ
ପ୍ରେମ କଲେ ବେଳେ ବେଳେ ଏମିତି ହୁଏ ।
ପୁ-କଥା ପଦେ ନହେଲେ ମୁଁ ମନଟା କାହିଁକି ମୋର ମଉଳି ଯାଏ
ଝି-ପ୍ରେମ କଲେ ବେଳେ ବେଳେ ଏମିତି ହୁଏ ।
ପୁ-ମନ ଏମିତି ଉଡା ଚଢେଇ ଖୋଜେ ବସା ଘର ଟିଏ ଡେଣା ବାଡେଇ
ଝି-ଆଖି ସେମିତି ଖୋଜେ ଜଣକୁ ଯଦି ମିଳିଯାଏ ସିଏ ରଖେ ଲୁଚେଇ ।
ପୁ-ଚିଠି ଟିଏ ନ ଲେଖିଲେ ସବୁ ରାତି କାହିଁ ମୋର ଜାଗର ହୁଏ
ଝି-ପ୍ରେମ କଲେ ବେଳେ ବେଳେ ଏମିତି ହୁଏ
ପ୍ରେମ କଲେ ବେଳେ ବେଳେ ଏମିତି ହୁଏ ।
ପୁ-ହୋ ଥରେ ପ୍ରେମରେ ଯିଏ ପଡିଚି ନିଜ ଠିକଣା କୁ ନିଜେ ଭୁଲି ଯାଇଚି
ଝି-କେବେ ଆଖିରେ କେବେ ଓଠରେ କେବେ ଛାତି ତଳେ ନିଆଁ ଲାଗିଯାଇଚି ।
ପୁ-ଲୁଚି ଲୁଚି ନଦେଖିଲେ ସବୁ ସଂଞ କାଇଁ ମୋର ଉଦାସ ହୁଏ
ଝି-ପ୍ରେମ କଲେ ବେଳେ ବେଳେ ଏମିତି ହୁଏ
ପ୍ରେମ କଲେ ବେଳେ ବେଳେ ଏମିତି ହୁଏ ।
ପୁ-ଦିନେ ନଦେଖିଲେ ତତେ ହୃଦୟ କାହିଁକି ମୋର ଚହଲି ଯାଏ
ପୁ/ଝି-ପ୍ରେମ କଲେ ବେଳେ ବେଳେ ଏମିତି ହୁଏ
ପ୍ରେମ କଲେ ବେଳେ ବେଳେ ଏମିତି ହୁଏ ।ା