笨鸟先飞
我们一直在努力
2025-01-25 11:51 | 星期六

Tu Habuni Lo Au Kahara歌词-Kumar Sanu

Tu Habuni Lo Au Kahara歌词由Kumar Sanu演唱,出自专辑《Tu Habuni Lo Au Kahara》,下面是《Tu Habuni Lo Au Kahara》完整版歌词!

Tu Habuni Lo Au Kahara歌词

Tu Habuni Lo Au Kahara歌词完整版

ତତେ ଲାଗିଲାଣୀ ମୋ ନଜର ତୁ ହବୁନିଲୋ ଆଉ କାହାର

ତୁ ହବୁନିଲୋ ଆଉ କାହାର ,ତୁ ହବୁ ଯଦି ଆଉ କାହର ମୁଁ ଜାଳି ଦେବି ସାରା ସହର

ମୁଁ ଜାଳି ଦେବି ସାରା ସହର ,ମୁଁ ଜାଳି ଦେବି ସାରା ସହର

ସହର ଜଳି ଯିବ ଚହଳ ପଡିଯିବ ହାଟ ସଉଦା ତୋର ଅଧାରେ ରହିଯିବ ।

ତତେ ମିଳିବନି ,ତତେ ମିଳିବନି ଶଂଖା ସିନ୍ଦୁର

ତୁ ହବୁନିଲୋ ଆଉ କାହାର ,ତୁ ହବୁନିଲୋ ଆଉ କାହାର ।

ଯିଏ ଯାହା ଯେତେ କଥା କହୁଲୋ ମତେ ,ମରିଲେ ବି ଛାଡିବିନି କେବେ ମୁଁ ତତେ

ହଁ ଉଡା ଚଢେଇଲୋ ଆଉ ଉଡିବୁ କେତେ ,ପଞୁରୀ ସଜେଇଲିଣି ରଖିବି ତତେ ।

ଚଗଲା ମନ ମୋର ଛାଡୁନି ଛାଇ ତୋର ,ହୃଦୟ ଭିତରଟା ହେଲାଣି କାଚ ଘର

ତୁ ନଆସିଲେ ,ତୁ ଆସିଲେ ହବ ଅନ୍ଧାର

ତୁ ହବୁନିଲୋ ଆଉ କାହାର ,ତୁ ହବୁନିଲୋ ଆଉ କାହାର ।

ଅଢେଇ ଅକ୍ଷର ପ୍ରେମ ରଂଗ ହଜାରେ,ମନ ମୋର ହଜେଇଲା ସ୍ୱପ୍ନ ବଜାରେ

ହୋ ସପନଟେ ଗୋଟେ ମୋର ନହେଲେ ସତ ,ହାତ କାଟି ଢାଳି ଦେବି ନିଜ ରକତ ।

ରକତ ବହିଯିବ କଥା ତ ରହିଯିବ ଅସର ପ୍ରେମ ମୋର ଅମର ହେଇ ଯିବ

ତତେ ପିନ୍ଧେଇବି, ତତେ ପିନ୍ଧେଇବି ରକ୍ତ ସିନ୍ଦୁର

ତୁ ହବୁନିଲୋ ଆଉ କାହାର ,ତୁ ହବୁନିଲୋ ଆଉ କାହର ।

ତୁ ହବୁ ଯଦି ଆଉ କାହାର ,ମୁଁ ଜାଳି ଦେବି ସାରା ସହର

ମୁଁ ଜାଳି ଦେବି ସାରା ସହର .......

ସହର ଜଳି ଯିବ ଚହଳ ପଡିଯିବ ,ହାଟ ସଉଦା ତୋର ଅଧାରେ ରହିଯିବ ।

ତତେ ମିଳିବନି,ତତେ ମିଳିବନି ଶଂଖା ସିନ୍ଦୁର

ତୁ ହବୁନିଲୋ ଆଉ କାହର ,ତୁ ହବୁନିଲୋ ଆଉ କାହର

ତୁ ହବୁନିଲୋ ଆଉ କାହର ,ତୁ ହବୁନିଲୋ ଆଉ କାହର ।

未经允许不得转载 » 本文链接:http://www.benxiaoben.com/ef793VVA9BQxaWgIGCQ.html

相关推荐