笨鸟先飞
我们一直在努力
2025-01-25 07:55 | 星期六

Chitralekha歌词-Kuldeep Pattnaik&Rashmirekha Mishra

Chitralekha歌词由Kuldeep Pattnaik&Rashmirekha Mishra演唱,出自专辑《Chitralekha》,下面是《Chitralekha》完整版歌词!

Chitralekha歌词

Chitralekha歌词完整版

Full Lyrics

----------------

Mନିରୋଳା ରେ ଆସି ଛୁଇଁ ଦେଲା ମୋତେ ନିରିମାଖି

ନରମ ନିଆଁ ରେ ଜଳୁଥିଲୁ ଦୁହେଁ ପାଖାପାଖି

Fମୋଛବିକୁ ସିଏ ଆକାଶ ଛାତିରେ ଦେଲା ଆଙ୍କି

ପବନ ମେଳରେ ପାଟର ଓଢଣୀ ଦେଲା ଢାଙ୍କି

Fପ୍ରେମ ପୃଥିବୀ କୁ

ନିଜର କରି ମୁଁ

ଡେଇଁ ଗଲି ସୀମାରେଖା...........

M ଲାଗୁଛୁ ଏମିତି ( ମୋତେ ତୁ)

ପ୍ରତି ମୂହୁର୍ତ୍ତ ରେ

କଅଁଳ ସଜଳ ସରଳ ତୁ ମନଲୋଭା.........

Mତୁ ଚିତ୍ର ଲେଖା.......

Fମୁଁ ଚିତ୍ର ଲେଖା........

Mତୁ ଚିତ୍ର ଲେଖା........

1

Mଅସୁମାରୀ ଆଶା ଆଜି

ଲାଗେ ଭାରି ନିଜର

ଅସରନ୍ତି ସ୍ୱପ୍ନ ସବୁ ହେଲା ସାକାର .........

Fପରିଚିତ ଲାଗେ ଆଜି

କିଏ ଜଣେ ଅଜଣା

ପାରିଜାତ ପାଇଗଲା

ନୂଆ ଠିକଣା ..........

Fଯଉଠି ଖୋଜୁଛି

ସେଇଠି ପାଉଛି

ଶାଶ୍ୱତ ପ୍ରେମର ସତ୍ତା ..........

Mତାରାର ମେଳରେ

ବାରି ହେଇ ପଡୁ

ନିଶବ୍ଦ ରାତିରେ ଜହ୍ନ ର ତୁ ଦୀପ ଶିଖା ...........

Mତୁ ଚିତ୍ର ଲେଖା......

F ମୁଁ ଚିତ୍ର ଲେଖା.......

2

Fଅଦିନରେ ଭିଜେଇଲା

ଅଭିମାନି ଶ୍ରାବଣ

ବୁଝିଲାନି ପ୍ରେମ ଅଙ୍କ

ସମୀକରଣ

Mମନ ଫୁଲ ଅଗଣାରେ

ମହ ମହ ମହକ

ମିଶିଗଲା ମନ ଆଜି

ନାହିଁ ଫରକ

Mଏକି ଶିହରଣ

ଶିରା ପ୍ରଶିରା ରେ

ସବୁ ଲାଗେ ମିଠା ମିଠା.......

Fବିଜୁଳି ଭିତରେ

ଝାପ୍ସା ଆଲୁଅ ରେ

ମୌସୁମୀ ମେଘର ଦେହରେ ମୁଁ ବର୍ଷା ଛିଟା............

F ମୁଁ ଚିତ୍ର ଲେଖା.........

Mତୁ ଚିତ୍ର ଲେଖା

未经允许不得转载 » 本文链接:http://www.benxiaoben.com/ef7fdVVA9BQtTUAUHAQ.html

相关推荐