Mo Na Premika Tama Na Premika歌词由Kumar Bapi&Ira Mohanty演唱,出自专辑《Mo Na Premika Tama Na Premika》,下面是《Mo Na Premika Tama Na Premika》完整版歌词!
Mo Na Premika Tama Na Premika歌词完整版
ପୁ-ଏ ଜନମରେ ଦେଲି କଥା ଆର ଜନମରେ ହବ ଦେଖା
ମୋ ନାଁ ହେବ ପ୍ରେମିକ ତୋ ନାଁ ପ୍ରେମିକା
ହଁ ମୋ ନାଁ ହେବ ପ୍ରେମିକ ତୋ ନାଁ ପ୍ରେମିକା ।
ଝି-ଏ ଜନମରେ ଦେଲି କଥା ଆର ଜନମରେ ହବ ଦେଖା
ତୋ ନାଁ ହବ ପ୍ରେମିକ ମୋ ନାଁ ପ୍ରେମିକା
ତୋ ନାଁ ହବ ପ୍ରେମିକ ମୋ ନାଁ ପ୍ରେମିକା ।
ଆର ଜନମରେ ପୁଣି ଘର ନେବା ପ୍ରେମ ଗାଁ ରେ
ଆଉ ଥରେ ଚାରି ଆଡେ ଚର୍ଚ୍ଚା ହବ ଆମ ନାଁ ରେ ।
ପୁ-ଆର ଜନମରେ ପୁଣି ଶୋହଳ ଛୁଇଁବ ତୋତେ ବର୍ଷା ଋତୁରେ
ହାତ ଧରି ଚାଲୁ ଚାଲୁ ବାଟ ସରିବ ଗୋଟେ ଛତାରେ ।
ଝି- ହଁ ଏ ଜନମରେ ଦେଲି କଥା ଆର ଜନମରେ ହବ ଦେଖା
ତୋ ନାଁ ହବ ସାଗର ମୋ ନାଁ ଶାମୁକା ,ତୋ ନାଁ ହବ ସାଗର ମୋ ନାଁ ଶାମୁକା ।
ପୁ-ଆଉ ଥରେ ମନ ଚୋରି କରିବାକୁ ହବ ନାହିଁ ଜମା ତ ଡେରି
ତୁ ଚିହ୍ନା ମୁଁ ଚିହ୍ନା ଗୋଟିଏ ଦେଖାରେ ଯିବା କୁହୁଳି ।
ଝି-ଆଉ ଥରେ ତୋ ବାଟ ମୋ ବାଟ ମିଶିବାକୁ ହବନି ଡେରି
ତତେ ଜଣା ମତେ ଜଣା କଉ ବାଟେ ଅଛି ଫୁଲ କିଆରି ।
ପୁ-ହଁ ଏ ଜନମରେ ଦେଲି କଥା ଆର ଜନମରେ ହବ ଦେଖା
ହଁ ମୋ ନାଁ ହବ କାକର ତୋ ନାଁ କଳିକା ,ମୋ ନାଁ ହବ କାକର ତୋ ନାଁ କଳିକା ।
ଝି-ହଁ ଏ ଜନମରେ ଦେଲି କଥା ଆର ଜନମରେ ହବ ଦେଖା
ତୋ ନାଁ ହବ ପ୍ରେମିକ ମୋ ନାଁ ପ୍ରେମିକା ,ତୋ ନାଁ ହବ ପ୍ରେମିକ ମୋ ନାଁ ପ୍ରେମିକ ।
ପୁ-ହଁ ମୋ ନାଁ ହବ ପ୍ରେମିକ ତୋ ନାଁ ପ୍ରେମିକ
ମୋ ନାଁ ହବ ପ୍ରେମିକ ମୋ ନାଁ ପ୍ରେମିକା ।ା