Paradesi Pheria歌词由Pamela Jain演唱,出自专辑《Paradesi Pheria》,下面是《Paradesi Pheria》完整版歌词!
Paradesi Pheria歌词完整版
ପରଦେଶୀ ରେ ପରଦେଶୀରେ
ଫେରିଆ ଫେରିଆ ଫେରିଆ ଫେରିଆ
ପରଦେଶୀ ଫେରିଆ ପରଦେଶୀ ଫେରିଆ
ପରଦେଶୀ ଫେରିଆ ପରଦେଶୀ ଫେରିଆ ।
କେତେ ଦୂରେ କେତେ ଦୂରେ କୋଉ ସହରେ
କେତେ ଦୂରେ କେତେ ଦୂରେ କୋଉ ସହରେ
ଫିକା ଫିକା ରାତି ମୋର ଫିକା ଫିକା ରାତି ମୋର ତୋ ବିନା ରେ
ପରଦେଶୀ ଫେରିଆ ପରଦେଶୀ ଫେରିଆ
ପରଦେଶୀ ଫେରିଆ ପରଦେଶୀ ଫେରିଆ ।
ବୟସ ନଇରେ ଏବେ ଉଠିଚି ଜହର
ତୋ ବିନା ଜାଣିଚି କିଏ କାରଣ ତାର ।
ଓ ବୟସ ନଇରେ ଏବେ ଉଠିଚି ଜହର
ତୋ ବିନା ଜାଣିଚି କିଏ କାରଣ ତାର ।
ଏକା ଏକା ଫୁଲ ଶେଜ ଏକା ଏକା ଫୁଲ ଶେଜ ତୋ ବିନାରେ
ପରଦେଶୀ ଫେରିଆ ପରଦେଶୀ ଫେରିଆ
ପରଦେଶୀ ଫେରିଆ ପରଦେଶୀ ଫେରିଆ ।
ଆଖିର ଲୁହକୁ ସିନା ପିଉଚି ମୋ ଓଠ
ଚାହିଁଚି ଚାହିଁବି ତୋର ଫେରିବା ବାଟ ।
ଓ ଆଖିର ଲୁହକୁ ସିନା ପିଉଚି ମୋ ଓଠ
ଚାହିଁଚି ଚାହିଁବି ତୋର ଫେରିବା ବାଟ ।
ଚୁନା ଚୁନସ ମନ ମୋର ଚୁନା ଚୁନା ମନ ମୋର ତୋ ବିନାରେ
ପରଦେଶୀ ଫେରିଆ ପରଦେଶୀ ଫେରିଆ
ପରଦେଶୀ ଫେରିଆ ପରଦେଶୀ ଫେରିଆ ।
ପରଦେଶୀ ପରଦେଶୀ ପରଦେଶୀ .....।।