Nail Alata歌词由Bibhu Kishore演唱,出自专辑《Nail Alata》,下面是《Nail Alata》完整版歌词!
Nail Alata歌词完整版
ନାଲି ଅଳତାକୁ ରୂପା ପଇଁରି ,ଧଳା ସାଲୁଆର କୁ ଲାଲ ଚୂନୁରି
ନାଲି ଅଳତାକୁ ରୂପା ପଇଁରି ,ଧଳା ସାଲୁଆର କୁ ଲାଲ ଚୂନୁରି
ତମେ ଲାଗୁଚ ଆମ୍ବୁଲାନ୍ସ ଗାଡି .....
ଆମ୍ବୁଲାନ୍ସ ନିଏ ଘାଇଲା ମାନଙ୍କୁ ,ଆମ୍ବୁଲାନ୍ସ ନିଏ ଘାଇଲା ମାନଙ୍କୁ
ତମେ ଘାଇଲା କରିଦିଅ ଛାଡି .......
ନାଲି ଅଳତାକୁ ରୂପା ପଇଁରି ,ଧଳା ସାଲୁଆର କୁ ଲାଲ ଚୂନୁରି (୨)
ନାଲି ଓଠେ ହସ ଯେବେ ଫୁଟେ ଲାଗେ ଟଗର ଟଗର
ପବନେ ଓଢଣୀ ଯେବେ ଉଡେ ବାସେ ଅତର ଅତର ।(୨)ା
ଲାଗୁଚ ଭାରି ଭଲ ମୋର କୃଷ୍ଣ ଚୂଡା ଫୁଲ (୨)
ଗୋରା ହାତକୁ ନାଲିଆ ଚୂଡି ....
ବଜେଇ ଦିଅ ଯେବେ ରୁଣୁ ଝୁଣୁ ଚୂଡି ,ବଜେଇ ଦିଅ ଯେବେ ରୁଣୁ ଝୁଣୁ ଚୂଡି
ମନ ଭିତରେ ମାରେ ଘଡ ଘଡି .....
ନାଲି ଅଳତାକୁ ରୂପା ପଇଁରି ,ଧଳା ସାଲୁଆର କୁ ଲାଲ ଚୂନୁରି (୨)
ଢଳ ଢଳ ତୁମ ନୀଳ ଆଖି ନିଶା ମହୁଲି ମହୁଲି
ସେ ନିଶାରେ ମନ ମୋର ହାଏ ଯାଏ ଚହଲି ଚହଲି ।(୨)ା
ଚେହେରା ତମ କାଚ ବାକି ସବୁ ମିଛ
ଚେହେରା ତମ କାଚ ଆଉ ବାକି ସବୁ ମିଛ,କେବେ ଜୀବନି ମତେ ତ ଛାଡି
ତମରି ପ୍ରେମରେ ଯାଏ ବୁଡି ବୁଡି ,ତମରି ପ୍ରେମରେ ଯାଏ ବୁଡି ବୁଡି
ପ୍ରେମ ତମର ସେତ ନଇ ବଢି ......
ଓୟେ ନାଲି ଅଳତାକୁ ରୂପା ପଇଁରି ,ଧଳା ସାଲୁଆର କୁ ଲାଲ ଚୂନୁରି
ତମେ ଲାଗୁଚ ଆମ୍ବୁଲାନ୍ସ ଗାଡି ......
ଆମ୍ବୁଲାନ୍ସ ନିଏ ଘାଇଲା ମାନଙ୍କୁ ,ଆମ୍ବୁଲାନ୍ସ ନିଏ ଘାଇଲା ମାନଙ୍କୁ
ତମେ ଘାଇଲା କରିଦିଅ ଛାଡି .......
ନାଲି ଅଳତାକୁ ରୂପା ପଇଁରି ,ଧଳା ସାଲୁଆର କୁ ଲାଲ ଚୂନୁରି (୨)