笨鸟先飞
我们一直在努力
2025-01-26 00:19 | 星期天

Premare Mu Dei Pare Jaan歌词-Gagan Bihari

Premare Mu Dei Pare Jaan歌词由Gagan Bihari演唱,出自专辑《Premare Mu Dei Pare Jaan》,下面是《Premare Mu Dei Pare Jaan》完整版歌词!

Premare Mu Dei Pare Jaan歌词

Premare Mu Dei Pare Jaan歌词完整版

ଓ ଲେ ଓ ଓ ଲେ ଓ, ଓ ଲେ ଓ ଓ ଲେ ଓ

ଟାରଜନ୍ ମୁଁ ଟାରଜନ୍ ଟାରଜନ୍ ମୁଁ ଟାରଜନ୍

ଟାରଜନ୍ ମୁଁ ଟାରଜନ୍ ଟାରଜନ୍ ମୁଁ ଟାରଜନ୍

ପ୍ରେମରେ ମୁଁ ଦେଇ ପାରେ ଜାନ୍ ,ପ୍ରେମରେ ମୁଁ ନେଇ ପାରେ ଜାନ୍

ପ୍ରେମରେ ମୁଁ ଦେଇ ପାରେ ଜାନ୍ ,ପ୍ରେମରେ ମୁଁ ନେଇ ପାରେ ଜାନ୍ ।

ଓ ମେରେ ଦିଲ୍ ଓ ମେରେ ଜାନ୍ ,ଓ ମେରେ ଦିଲ୍ ଜାନେମନ୍

ଟାରଜନ୍ ଟାରଜନ୍ ମୁଁ ଟାରଜନ୍ ମୁଁ ଟାରଜନ୍

ଟାରଜନ୍ ମୁଁ ଟାରଜନ୍ ଟାରଜନ୍ ମୁଁ ଟାରଜନ୍ ।

ଯଉବନ ଜଂଗଲରେ ହୁଏ ଖାଲି ଧଇ ସଇଁ

ପ୍ରେମ ଟିକେ ପାଇଁବାକୁ ସୁନ୍ଦରୀଟେ ମିଳୁ ନାହିଁ ।

କୁଆଡେ ଗଲା ସେ ଜିନା କୁଆଡେ ଗଲା ସେ ଦୀପା

ଡାକି ଦେଲେ ରାଜଧାନୀ କାହାର ତ ନାହିଁ ଦେଖା ।

ଓ ଲେ ଓ ଓ ଲେ ଓ, ଓ ଲେ ଓ ଓ ଲେ ଓ

ମୁଁ ଟାରଜନ୍ ଟାରଜନ୍ ଟାରଜନ୍ ମୁଁ ଟାରଜନ୍

ଟାରଜନ୍ ଟାରଜନ୍ ମୁଁ ଟାରଜନ୍ ମୁଁ ଟାରଜନ୍ ।

ବାଘ ଭାଲୁ ଘୋଡା ହାତୀ ମୋ ପାଖେ ବସନ୍ତି ଜଗି

ମୁଣ୍ଡ ମୋର ବିଗିଡିଲେ ସହରଟା ଦେବି ଭାଂଗି ।

କେହି ଜଣେ ଆସି ମତେ କହି ଦିଅ ଭଲ ପାଏ

ଉଡେଇ ଉଡେଇ ନେବି ପ୍ରେମର ଜଂଗଲେ ହାଏ ।

ଓ ଲେ ଓ ଓ ଲେ ଓ, ଓ ଲେ ଓ ଓ ଲେ ଓ

ମୁଁ ଟାରଜନ୍ ଏ ଟାରଜନ୍ ଟାରଜନ୍ ମୁଁ ଟାରଜନ୍ ।

ପ୍ରେମରେ ମୁଁ ଦେଇ ପାରେ ଜାନ୍ ,ପ୍ରେମରେ ମୁଁ ନେଇ ପାରେ ଜାନ୍ ।

ଓ ମେରେ ଦିଲ୍ ଓ ମେରେ ଜାନ୍ ,ଓ ମେରେ ଦିଲ୍ ଜାନେମନ୍

ଟାରଜନ୍ ମୁଁ ଟାରଜନ୍ ମୁଁ ଟାରଜନ୍ ମୁଁ ଟାରଜନ୍

ଟାରଜନ୍ ଟାରଜନ୍ ମୁଁ ଟାରଜନ୍ ମୁଁ ଟାରଜନ୍ ।ା

未经允许不得转载 » 本文链接:http://www.benxiaoben.com/ef959VVA9BgxSUwMBDQ.html

相关推荐

  • Pada Mora Khasigala歌词-Gagan Bihari

    Pada Mora Khasigala歌词-Gagan Bihari

    Pada Mora Khasigala歌词由Gagan Bihari演唱,出自专辑《Pada Mora Khasigala》,下面是《Pada Mora Khasigala》完整版歌词! Pada Mora Khasigala歌词完整版 ଝ...

  • Odishare Mu Gotiye Toka歌词-Gagan Bihari

    Odishare Mu Gotiye Toka歌词-Gagan Bihari

    Odishare Mu Gotiye Toka歌词由Gagan Bihari演唱,出自专辑《Odishare Mu Gotiye Toka》,下面是《Odishare Mu Gotiye Toka》完整版歌词! Odishare Mu Gotiye T...

  • Lo Priya Mora歌词-Gagan Bihari

    Lo Priya Mora歌词-Gagan Bihari

    Lo Priya Mora歌词由Gagan Bihari演唱,出自专辑《Lo Priya Mora》,下面是《Lo Priya Mora》完整版歌词! Lo Priya Mora歌词完整版 ଦେ ଫେରେଇ ଦେ ସବା...

  • Padiye Kathare歌词-Gagan Bihari

    Padiye Kathare歌词-Gagan Bihari

    Padiye Kathare歌词由Gagan Bihari演唱,出自专辑《Padiye Kathare》,下面是《Padiye Kathare》完整版歌词! Padiye Kathare歌词完整版 ମିତରେ ମିତରେ ...

  • Childhood歌词-Bathe Alone

    Childhood歌词-Bathe Alone

    Childhood歌词由Bathe Alone演唱,出自专辑《Fall With The Lights Down (Explicit)》,下面是《Childhood》完整版歌词! Childhood歌词完整版 Childhood - Bath...

  • 假如没有遇到你 (cover: 丁童) (Live)歌词-雪兔奶猫

    假如没有遇到你 (cover: 丁童) (Live)歌词-雪兔奶猫

    假如没有遇到你 (cover: 丁童) (Live)歌词由雪兔奶猫演唱,出自专辑《雨天》,下面是《假如没有遇到你 (cover: 丁童) (Live)》完整版歌词! 假如没有遇到你 (cov...

  • Feel the Fire (慢速8X版)歌词-Rin7

    Feel the Fire (慢速8X版)歌词-Rin7

    Feel the Fire (慢速8X版)歌词由Rin7演唱,出自专辑《Cheri Cheri Lady》,下面是《Feel the Fire (慢速8X版)》完整版歌词! Feel the Fire (慢速8X版)歌词完整版...

  • Midnight Special歌词-Leadbelly

    Midnight Special歌词-Leadbelly

    Midnight Special歌词由Leadbelly演唱,出自专辑《Midnight Special (Hq remastered 2023)》,下面是《Midnight Special》完整版歌词! Midnight Special歌词完整...