Megha Re Megha歌词由Ira Mohanty演唱,出自专辑《Megha Re Megha》,下面是《Megha Re Megha》完整版歌词!
Megha Re Megha歌词完整版
ମେଘ ରେ ମେଘ ହଜାରେ ରାତିର ହଜାରେ ସ୍ୱପ୍ନ
ହଜେଇଲା ଏହି ଗୋଟିଏ ଦିନ ...
ମତେ ତୁ ଭିଜେଇ କିବା ପାଇଲୁ ଲାଭ
ମତେ ତୁ ଭିଜେଇ କିବା ପାଇଲୁ ଲାଭ ।
ହଜାରେ ରାତିର ହଜାରେ ସ୍ୱପ୍ନ ହଜେଇଲା ଏଇ ଗୋଟିଏ ଦିନ
ମତେ ତୁ ଭିଜେଇ କିବା ପାଇଲୁ ଲାଭ ହୋ ମତେ ତୁ ଭିଜେଇ କିବା ପାଇଲୁ ଲାଭ ।
ମେଘରେ ମେଘ.........
ଓଦା କରି ମତେ ବାଦଲରେ ସିନା ଲୁଚେଇ ଦେଲୁ ତୋ ମୁହଁ
ମୋ ମୁହଁ ଯେଉଁଠି ଲୁଚାଏ ମୁଁ ନୀତି ତା ଆଖିରେ ଆଜି ଲୁହ
ତା ଆଖିରେ ଆଜି ଲୁହ ......
ଓଦା କରି ମତେ ବାଦଲରେ ସିନା ଲୁଚେଇ ଦେଲୁ ତୋ ମୁହଁ
ମୋ ମୁହଁ ଯେଉଁଠି ଲୁଚାଏ ମୁଁ ନୀତି ତା ଆଖିରେ ଆଜି ଲୁହ
ତା ଆଖିରେ ଆଜି ଲୁହ ......
ତୁ ସିନା ଆଜି ଖେଳିଲୁ ଖେଳ ତୋ ଖେଳ ହେଲା ଆମକୁ କାଳ
କହରେ ମେଘ ତୁ ତୋର ଇଏ କି ବାଗ ହୋ
କହରେ ମେଘ ତୁ ତୋର ଇଏ କି ବାଗ ।
ମେଘରେ ମେଘ.......
ପୁନେଇଁ ଜହ୍ନଟା ଖୋଜୁଚି ଆମକୁ ଦୂର ଆକାଶରେ ଥାଇ
ଶ୍ରାବଣ ନ ଖାଇ ଫଗୁଣ ସଂଞରେ କହ ତୁ ଆସିଲୁ କାହିଁ
କହ ତୁ ଆସିଲୁ କାହିଁ .....
ହୋ ପୁନେଇଁ ଜହ୍ନଟା ଖୋଜୁଚି ଆମକୁ ଦୂର ଆକାଶରେ ଥାଇ
ଶ୍ରାବଣ ନ ଖାଇ ଫଗୁଣ ସଂଞରେ କହ ତୁ ଆସିଲୁ କାହିଁ
କହ ତୁ ଆସିଲୁ କାହିଁ .....
ପ୍ରେମ ତ କରିନୁ ନାହିଁ ତୋ ପ୍ରିୟା ,ବୀରହ ମିଳନ ଜାଣିବୁ କିଆଁ
ଜାଣିଲି ତୋ କଥା ଯାଆ ଯାଆ ରେ ମେଘ (୨)
ମେଘ ରେ ମେଘ ହଜାରେ ରାତିର ହଜାରେ ସ୍ୱପ୍ନ
ହଜେଇଲା ଏହି ଗୋଟିଏ ଦିନ ...
ମତେ ତୁ ଭିଜେଇ କିବା ପାଇଲୁ ଲାଭ
ମତେ ତୁ ଭିଜେଇ କିବା ପାଇଲୁ ଲାଭ ।
ହଜାରେ ରାତିର ହଜାରେ ସ୍ୱପ୍ନ ହଜେଇଲା ଏହି ଗୋଟିଏ ଦିନ
ମତେ ତୁ ଭିଜେଇ କିବା ପାଇଲୁ ଲାଭ ହୋ ମତେ ତୁ ଭିଜେଇ କିବା ପାଇଲୁ ଲାଭ ।
ମେଘରେ ମେଘ.......।।