Rasika Toka歌词由Manas Kumar演唱,出自专辑《Rasika Toka》,下面是《Rasika Toka》完整版歌词!
Rasika Toka歌词完整版
ଆମ କହ୍ନେଇ ରଜା ରସିକ ଟୋକା
ଗୋପ ନଗରେ ଆସେ ନାଚି ନାଚି କା
ରଙ୍ଗ ଅବିର ବୋଳି ଦାଣ୍ଡେ ଉଡ଼ାଇ ଧୁଳି
ମାରୁଚି ଚଉକା ସେ ମାରୁଚି ଛକା
ଗୋପୀ ମନ୍ ଚୋର ପ୍ରୀତି ରଙ୍କା (୦) ଗୋପ ଗଉଡୁ ଣୀ ପିରତି ରଂକା
ଲଲଟେ କସ୍ତୁରୀ ଚିତା ଶିରେ ଶିଖି ଚୁଲ
ନାସା ରେ ଗଜ ମୁକୁତା ଗଲେ ରତ୍ନ ହାର
ବକ୍ଷେ କଉ ସ୍ତୁଭ ମଣି ଦିଶେ କି ଉଜ୍ୱଳ
ଅଧରେ ମୂରଲୀ ସ୍ଵନ କରୁଛି ଅଧିର
କିଏ ଆଗେ କିଏ ପଛେ କିଏ ଲୁଚି ଦେଖେ
ଆଖି ଠାର ମାରି କିଏ ହାତ ଠାରି ଡାକେ
ମନରେ କୋହ କା ର ଆଖିରେ ଲୁହ ଧାର
କହ୍ନେଇ ହସୁଛି ରେ ଦେଖି ମଉକା(୧) ଗୋପୀ ମନ୍ ଚୋର ପ୍ରୀତି ରାଙ୍କା
ବରଷ କେ ଥରେ ଆଜି ଆସିଛି ଫଗୁଣ
ହସୁଛି ଯମୁନା ଜଳ ହସୁ ଅଛି ଜ ହ୍ନ
କାନ୍ଧେ ଧରି ସଜ ଭାର ଗୋଠ ରୁ ଗୋପାଳ l
ଲଉଡି ଖେଳନ୍ତି ଦାଣ୍ଡେ ଆସି ଗୋପ ବା ଳ
ହାତେ ଧରି କାଠି ବାଡି ଖେଳୁଛି ଲଉଡି
ପଛରେ ଆସୁଚି କାହ୍ନୁ ନାଚି ଧରେ ଭିଡି
ବା ଙ୍କ ଚାହାଣି ତାର ଦେଖିଲେ ଲାଗେ ଡର।
ଫସେଇ ନେବ କାଳେ ଦେଖି ମଉକା (୨) ଗୋପ ଗ ଉ ଡୁ ଣି ପୀରତି
ର ଙ୍କା