笨鸟先飞
我们一直在努力
2025-01-25 02:47 | 星期六

Kahani Prema Ra歌词-Suresh Wadekar

Kahani Prema Ra歌词由Suresh Wadekar演唱,出自专辑《Kahani Prema Ra》,下面是《Kahani Prema Ra》完整版歌词!

Kahani Prema Ra歌词

Kahani Prema Ra歌词完整版

ମୁଁ ମରି ଗଲେ ତୁ କାନ୍ଦି ନପାରୁ ,ମତେ ଦେଖିବାକୁ ତୁ ଆସି ନପାରୁ

ମୁଁ ମରି ଗଲେ ତୁ କାନ୍ଦି ନପାରୁ ,ମତେ ଦେଖିବାକୁ ତୁ ଆସି ନପାରୁ (୨)

ଲିଭି ଯିବ କିଛି ଦିନ ହସ ତୋ ଓଠରୁ ,କିଛି ଦିନ ହଜି ଯିବ ନିଦ ତୋ ଆଖିରୁ

ମୋ ସାଥେ ପ୍ରଥମ କାହାଣୀ ପ୍ରେମର ,ମୋ ସାଥେ ପ୍ରଥମ କାହାଣୀ ପ୍ରେମର

ପାରିବୁକି ଭୁଲି କହ ତୋ ମନରୁ ,ତୋ ମନରୁ ।

ମନ କହୁଥିବ ତୋର ଧାଇଁ ଆସିବାକୁ ,ଆଖି ଚାହୁଁ ଥିବ ଶେଷ ଥର ଦେଖିବାକୁ

ଲୋକେ କହୁଥିବେ ସବୁ ପ୍ରେମ କରୁଥିଲା ,ବେଦରଦୀ ପ୍ରେମ ତାକୁ ଆଜି ମାରି ଦେଲା ।

ଖୁସି ହୋଇ ପାରୁ କଂଟା ଟିଏ ଗଲା ,ଖୁସି ହୋଇ ପାରୁ କଂଟାଟିଏ ଗଲା

ସବୁ ଦିନ ପାଇଁ ତୋ ଚଲା ବାଟରୁ ,ଚଲା ବାଟରୁ ।

ସିନ୍ଦୂର ପିନ୍ଧିବୁ ଯେବେ ଆଇନା କୁ ଚାହିଁ ,ଆଇନା କହିବ ତତେ ଭଲ କଲୁ ନାହିଁ

ପାଦର ପାଉଁଜି ତୋର ମନେ ପକେଇବ ,ରାତି ଠାରୁ ବେଶି ତତେ ଦିନ ଜଳେଇବ ।

ଆଜି ମୁଁ ଜଳୁଚି କାଲି ତୁ ଜଳିବୁ ,ଆଜି ମୁଁ ଜଳୁଚି କାଲି ତୁ ଜଳିବୁ

ଦେଖିବି ରହି ମୁଁ ସମାଧୀ ଭିତରୁ ,ସମାଧୀ ଭିତରୁ ।

ମୁଁ ମରି ଗଲେ ତୁ କାନ୍ଦି ନପାରୁ ମତେ ଦେଖିବାକୁ ତୁ ଆସି ନପାରୁ ।ା

未经允许不得转载 » 本文链接:http://www.benxiaoben.com/efcd3VVA9BQxaWgUEDg.html

相关推荐