Apanara Loka Pakhe Dukha Banti Huye歌词由Mohammad Aziz演唱,出自专辑《Apanara Loka Pakhe Dukha Banti Huye》,下面是《Apanara Loka Pakhe Dukha Banti Huye》完整版歌词!
Apanara Loka Pakhe Dukha Banti Huye歌词完整版
କେବେ କେବେ ଏ ଆଖିରୁ ଲୁହ କିଛି ଝରିଯାଏ
କେବେ କେବେ ଏ ଓଠରୁ କଥା କିଛି ଖସି ଯାଏ ।
କେବେ କେବେ ଏ ଆଖିରୁ ଲୁହ କିଛି ଝରିଯାଏ
କେବେ କେବେ ଏ ଓଠରୁ କଥା କିଛି ଖସି ଯାଏ ।
ଆପଣାର ଲୋକ ପାଖେ ଅପଣାର ଲୋକ ପାଖେ
ଦୁଃଖ କିଛି ବାଂଟି ହୁଏ ଦୁଃଖ କିଛି ବାଂଟି ହୁଏ ।
କେବେ କେବେ ଏ ଆଖିରୁ ଲୁହ କିଛି ଝରିଯାଏ .....
ଦୁନିଆରେ ଯେତେ କାଚ ସବୁ ଆଇନା ନୁହେଁ
ଏ ସହରେ ଯେତେ ଚିହ୍ନା ସବୁ ନିଜର ନୁହେଁ ।
ଦୁନିଆରେ ଯେତେ କାଚ ସବୁ ଆଇନା ନୁହେଁ
ଏ ସହରେ ଯେତେ ଚିହ୍ନା ସବୁ ନିଜର ନୁହେଁ ।
ଆପଣାର ଭାବେ ଯିଏ ଆପଣାର ଭାବେ ଯିଏ
ସୁଖ କିଛି ଦେଇ ଯାଏ ,ସୁଖ କିଛି ଦେଇ ଯାଏ ।
କେବେ କେବେ ଏ ଆଖିରୁ ଲୁହ କିଛି ଝରିଯାଏ .....
ମନର କାଗଜ ଘରେ କେତେ ଠିକଣା ଥାଏ
ଗୋଟିଏ ଠିକଣା ପାଖେ ପାଦ ଅଟକି ଯାଏ ।
ମନର କାଗଜ ଘରେ କେତେ ଠିକଣା ଥାଏ
ଗୋଟିଏ ଠିକଣା ପାଖେ ପାଦ ଅଟକି ଯାଏ ।
ହୃଦୟକୁ ବୁଝେ ଯିଏ ହୃଦୟକୁ ବୁଝେ ଯିଏ
ଜୀବନରେ ରହିଯାଏ ଜୀବନରେ ରହିଯାଏ ।
କେବେ କେବେ ଏ ଆଖିରୁ ଲୁହ କିଛି ଝରିଯାଏ
କେବେ କେବେ ଏ ଓଠରୁ କଥା କିଛି ଖସି ଯାଏ ।
ଆପଣାର ଲୋକ ପାଖେ ଅପଣାର ଲୋକ ପାଖେ
ଦୁଃଖ କିଛି ବାଂଟି ହୁଏ ଦୁଃଖ କିଛି ବାଂଟି ହୁଏ ।ା