Padiye Kathare歌词由Gagan Bihari演唱,出自专辑《Padiye Kathare》,下面是《Padiye Kathare》完整版歌词!
Padiye Kathare歌词完整版
ମିତରେ ମିତରେ ମିତରେ ,ମିତରେ ହୋ
କେବେ ପ୍ରେମିକା ଜିତେ କେବେ ପ୍ରେମିକ ହାରେ
କେବେ ପ୍ରେମିକା ଜିତେ କେବେ ପ୍ରେମିକ ହାରେ
ପଦିଏ କଥାରେ.....
କେବେ ପୁନେଇଁ ଜହ୍ନରୁ ଜହର ଝରେ
କେବେ ପୁନେଇଁ ଜହ୍ନରୁ ଜହର ଝରେ ,ମିତରେ.....
ଯୋଉ ହାତ ଗଢେ ବାଲି ଘରରେ ସେହି ହାତ ପୁଣି ଭାଂଗି ଦିଏରେ
ଯୋଉ ଆଖି ଦିଏ ଏତେ ସ୍ୱପ୍ନରେ ସେହି ଆଖି ଦିଏ ପୁଣି ଲୁହରେ ।
କେବେ ଶାମୁକା ଜିତେ କେବେ ସାଗର ହାରେ
କେବେ ଶାମୁକା ଜିତେ କେବେ ସାଗର ହାରେ
ପଦିଏ କଥାରେ.....
କେବେ ଫଗୁଣ ରାତିରୁ ଲୁହ ଝରେ
କେବେ ଫଗୁଣ ରାତିରୁ ଲୁହ ଝରେ ମିତରେ.....
ଏମିତିକା ଖେଳ ଏଇ ପ୍ରେମରେ ଜିତି ଗଲେ ମିଳେ ପୁଣି ଲୁହରେ
ଶ୍ରାବଣରେ ଭିଜେ ସିନା ମାଟିରେ ବରଷାରେ ଭାସି ଯାଏ ଚିଠିରେ ।
କେବେ କୁହୁଡି ଜିତେ କେବେ ବଉଳ ହାରେ
କେବେ କୁହୁଡି ଜିତେ କେବେ ବଉଳ ହାରେ
ଗୋଟିଏ ଟୋପାରେ ......
କେବେ ଆଖିର ଲୁହରେ ଓଠ ଥରେ
କେବେ ଆଖିର ଲୁହରେ ଓଠ ଥରେ ମିତରେ.....।।